01-Mar-2025 ପାଞ୍ଚ ପାଠ ଖବର

👉ଏପ୍ରିଲ ୧ରୁ ମଧ୍ୟାହ୍ନଭୋଜନ ପାଚିକା-ତଥା- ସହାୟିକାମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି
👉ଏହି ମାସିକ ପାରିଶ୍ରମିକ ୨ହଜାରରୁ ୩ ହଜାର ଟଙ୍କାଙ୍କୁ ବୃଦ୍ଧି କରାଯାଇଛି
👉ମାର୍ଚ୍ଚ ମାସରେ ହେବ OSSCର ୫ଟି ନିଯୁକ୍ତି ପରୀକ୍ଷା
👉ମାର୍ଚ ୧ ତାରିଖ ରେଳବାଇ ଗ୍ରୁପ୍ ଡି ୨୦୨୫ ଆବେଦନ କରିବାର ଶେଷ ତାରିଖ
👉ଆବେଦନ ଫି ୩ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ପ୍ରଦାନ କରାଯାଇପାରିବ

Leave a comment