👉ମାର୍ଚ୍ଚ ୧୭ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପରୀକ୍ଷା
👉୨୧ ତାରିଖ ଯାଏ ପରୀକ୍ଷା ହେବ
👉ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ମୌଖୁକ ପରୀକ୍ଷା ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହେବ
👉ଖରାକୁ ଦୃଷ୍ଟିରେ ରଖ ସକାଳୁଆ ପରୀକ୍ଷା ହେବ
👉ପ୍ରଥମ ସିଫ୍ଟଟି ସକାଳ ୭ଟାରୁ ୯ଟା ଓ ଦ୍ୱିତୀୟ ସିଫୁଟି ସକାଳ ସାଢ଼େ ୯ଟାରୁ ସାଢ଼େ ୧୧ ଯାଏ ହେବ
👉୧୭ ତାରିଖରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ମାତୃଭାଷା ପରୀକ୍ଷା ହେବ ଏବଂ ଦ୍ଵିତୀୟ ସିଫ୍ଟ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ଇତିହାସ ପରୀକ୍ଷା ହେବ
👉୧୮ ତାରିଖରେ ପ୍ରଥମ ସିଫ୍ଟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ଗଣିତ ପରୀକ୍ଷା ଥିବା ବେଳେ ଦ୍ୱିତୀୟ ସିଫ୍ଟରେ ଷଷ୍ଠରୁ ଅଷ୍ଟମ ପିଲାଙ୍କର ଚିତ୍ରାଙ୍କନ ରହିଛି
👉୧୯ ତାରିଖରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପିଲାଙ୍କର ପରିବେଶ, ପଞ୍ଚମ ଶ୍ରେଣୀର ସାମାଜିକ ପାଠ ଓ ବିଜ୍ଞାନ, ଷଷ୍ଠରୁ ଅଷ୍ଟମ ଶ୍ରେଣୀର ବିଜ୍ଞାନ ପରୀକ୍ଷା ହେବ
👉୨୦ ତାରିଖରେ ପ୍ରଥମରୁ ପଞ୍ଚମ ଯାଏ ଚିତ୍ରାଙ୍କନ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ଭୂଗୋଳ ପରୀକ୍ଷା ହେବ
👉୨୧ ତାରିଖରେ ତୃତୀୟରୁ ଅଷ୍ଟମ ଶ୍ରେଣୀ ଯାଏ ଇଂରାଜୀ ପରୀକ୍ଷା ପ୍ରଥମ ସିଫ୍ଟରେ ହେବ