👉ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ଵାଦଶ ରେଜଲ୍ଟ
👉ଦଶମରେ ପାସ୍ ହାର ରହିଛି ୯୯.୦୯ ପ୍ରତିଶତ
👉ଦ୍ଵାଦଶରେ ପାସ୍ ହାର ରହିଛି ୯୯.୦୨ ପ୍ରତିଶତ
👉ଦଶମରେ ଝିଅଙ୍କ ପାସ୍ ହାର ରହିଛି ୯୯.୩୭ ପ୍ରତିଶତ ଓ ପୁଅଙ୍କ ପାସ୍ ହାର ରହିଛି ୯୮.୮୪ ପ୍ରତିଶତ
👉ମେ’ ୧୪ରେ OPSC ପରିଚାଳିତ OCS ଆନ୍ଥ୍ରୋପୋଲୋଜି ପରୀକ୍ଷା, ସାନି ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ