👉ଆଜି ସରିବ +୨ ଖାତା ଦେଖା
👉୧୫ ସୁଦ୍ଧା ପ୍ରକାଶ ପାଇବ ଫଳାଫଳ
👉ଗଣଶିକ୍ଷା ମନ୍ତ୍ରୀଙ୍କ ତାଗିଦ୍ ,ନିୟମ ଭାଙ୍ଗି ସ୍କୁଲ ଖୋଲା ହେଉଥଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ
👉JEE Advanced 2025 ଅନଲାଇନରେ ଆବେଦନ କରିବାର ଶେଷ ତାରିଖ ମେ ୨ ରହିଛି
👉ଅଫିସିଆଲ ୱେବସାଇଟ୍ jeeadv.ac.in କୁ ଯାଇ ଆବେଦନ କରିପାରିବେ
