👉ସିବିଏସଇର ଘେଷଣା ଦଶମ ଓ ଦ୍ବାଦଶ ପାଇଁ ନୂଆ ସିଲାବସ
👉ଜେଇଇ ମେନ ୨୦୨୫ର ଦ୍ବିତୀୟ ସେସନ ପାଇଁ ପରୀକ୍ଷା ଆରମ୍ଭ ହୋଇଛି
👉B.Arch ଏବଂ B.Planninge ପେପରର ପରୀକ୍ଷା ପାଇଁ ଆଡମିଟ କାର୍ଡ ଜାରି କରାଯାଇଛି
👉ଅଫିସିଆଲ ୱେବସାଇଟ୍ jeemain.nta.nic.inରୁ ପ୍ରବେଶ ପତ୍ର ଡାଉନଲୋଡ କରିପାରିବେ
👉ଏହି ପରୀକ୍ଷା ୯ ଏପ୍ରିଲ ପର୍ଯ୍ୟନ୍ତ ଅନେକ ସିଫ୍ଟରେ ଆୟୋଜନ କରାଯିବ
