06-Apr-2025 ପାଞ୍ଚ ପାଠ ଖବର

👉ପ୍ରକାଶ ପାଇଲା ଷ୍ଟେଟ ବ୍ୟାଙ୍କ ପିଓ ପ୍ରିଲିମିନାରୀ ପରୀକ୍ଷାର ଫଳାଫଳ
👉ପ୍ରାର୍ଥୀମାନେ ଏବେ sbi.co.inକୁ ଯାଇ ଅନଲାଇନରେ ସେମାନଙ୍କର ଫଳାଫଳ ଦେଖପାରିବେ
👉ପ୍ରାରମ୍ଭିକ ପରୀକ୍ଷା ୮, ୧୬ ଏବଂ ୨୪ ମାର୍ଚ୍ଚ ୨୦୨୫ ରେ ଅନୁଷ୍ଠିତ ହୋଇଥଲା
👉ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଇବର ସଚେତନତା ସୃଷ୍ଟି ଲକ୍ଷ୍ୟରେ (ସିବିଏସ୍ଇ) ପକ୍ଷରୁ ଆସନ୍ତା ୧୧ ତାରିଖ ‘ସାଇବର
ହାଇଜେନ୍ କ୍ୟାମ୍ପେନ୍’ ଉପରେ ୱେବିନାର ହେବ
👉ଅପରାହ୍ନ ସାଢ଼େ ୩ଟାରୁ ସାଢ଼େ ୫ଟା ମଧ୍ୟରେ ‘ଡିଜିଟାଲ ଲାଇଫକୁ ରକ୍ଷା କରିବା : ସ୍କୁଲ ଶିକ୍ଷାରେ ସାଇବର ସିକ୍ୟୁରିଟି ଏକ ଅଂଶ’ କରାଯିବ

Leave a comment