03-Apr-2025 ପାଞ୍ଚ ପାଠ ଖବର

👉କେନ୍ଦ୍ରୀୟ ବିଦ୍ୟାଳୟରେ କ୍ଲାସ୍ ୨ରେ ଆଡ଼ମିଶନ ପ୍ରକ୍ରିୟା ଆରମ୍ଭ
👉ଡିପ୍ଲୋମା ଓ ପୋଷ୍ଟ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଅନଲାଇନ୍ ରେ ନାମଲେଖା ଆବେଦନ ଆରମ୍ଭ 

👉ଗୋଟିଏ ଦିନରେ ଦୁଇଟି ପରୀକ୍ଷା, ଚିନ୍ତାରେ ପରୀକ୍ଷାର୍ଥୀ
👉ଆସନ୍ତା ୨୨ ତାରିଖରେ ଗୋଟିଏ ପଟେ ରେଲୱେ ରିକୁଟମେଣ୍ଟ ବୋର୍ଡ ବା RRB ଦ୍ବାରା ଜୁନିୟର ଇଂଜିନିୟର ପରୀକ୍ଷା ଥିବା ବେଳେ ସେହିଦିନ OPSCରେ ଓଏଏସ୍ ମୁଖ୍ୟ ପରୀକ୍ଷା ବି ରହିଛି
👉କଟକରେ ହେବ ପ୍ରଥମ ଦୃଷ୍ଟିବାଧୂତ ବିଶ୍ଵବିଦ୍ୟାଳୟ

Leave a comment