04- Feb-2025 ପାଞ୍ଚ ପାଠ ଖବର

👉ଆଜି ବସିବ ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ବୈଠକ
👉ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ
👉ଫେବୃଆରୀ ୧୮ ତାରିଖରୁ ଯୁକ୍ତ ଦୁଇ ଥଓରୀ ପରୀକ୍ଷା ହେବ
👉ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା 

👉ମାର୍ଚ୍ଚ ୧ରୁ ଆରଟିଇ ନାମଲେଖା ପ୍ରକ୍ରିୟା ଆରମ୍ଭ

Leave a comment