👉ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ମେନ୍ ସେସନ୍-୨ ପାଇଁ ଅନଲାଇନ ଆବେଦନ ଆରମ୍ଭ
👉ଏହା ଫେବୃଆରୀ ୨୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ
👉ଏହା ଏପ୍ରିଲ ୧ ଓ ୮ ତାରିଖରେ ପରୀକ୍ଷା ହେବ
👉ଯେଉଁମାନେ ଜେଇଇ ମେନ୍ ସେସନ୍-୧ ରେ ଆବେଦନ କରିଛନ୍ତି ସେମାନେ ସେସନ୍ - ୨ ପରୀକ୍ଷା ଦେଇପାରିବେ
👉ଅଧିକ ତଥ୍ୟ ଜାଣିବା ପାଇଁ NTA ର ଅଫିସିଆଲ୍ ୱେବସାଇଟ୍ www.nta.ac.in କୁ ଯାଞ୍ଚ କରନ୍ତୁ
