04-Jul-2025 ପାଞ୍ଚ ପାଠ ଖବର

👉୭୫ ହଜାର ଶିକ୍ଷକ ଆସନ୍ତା ୨୦ ତାରିଖରେ ସ୍ପେସାଲ ଓଟିଇଟି ପରୀକ୍ଷା ଦେବେ
👉ଯୁକ୍ତ ୩ ପାଠ ପ୍ରତି ପିଲାଙ୍କ ଅନାଗ୍ରହ, ରାଜ୍ୟରେ ଲକ୍ଷାଧକ ସିଟ୍ ଫାଙ୍କା ପଡ଼ିବା ଆଶଙ୍କା
👉ରାଜ୍ୟରେ ଯୁକ୍ତ ୩ରେ ମୋଟ୍ ୨ ଲକ୍ଷ ୭୪ ହଜାର ୩୬୫ ସିଟ୍
👉ଦ୍ବିତୀୟ ପର୍ଯ୍ୟାୟ ସୁଦ୍ଧା ଏଯାଏଁ ଆଡମିଶନ କରିଛନ୍ତି ମାତ୍ର ୧ ଲକ୍ଷ ୯ ହଜାର ୪ ଶହ ଛାତ୍ରଛାତ୍ରୀ
👉ଶେଷ ପର୍ଯ୍ୟାୟ ନାମ ଲେଖା ପାଇଁ ୪୯ ହଜାର ୮୧୮ ପିଲା ମନୋନିତ ହୋଇଛନ୍ତି

Leave a comment