05-Jul-2025 ପାଞ୍ଚ ପାଠ ଖବର

👉NTA ପକ୍ଷରୁ ପ୍ରକାଶ ପାଇଲା CUET UG ପରୀକ୍ଷା ଫଳ
👉ଜୁଲାଇ ୪ ତାରିଖ ଅପରାହ୍ନରେ ଘୋଷଣା ହେଲା ଫଳାଫଳ
👉ଅଫିସିଆଲ ୱେବସାଇଟ cuet.nta.nic.in ରେ ରେଜଲ୍ଟ ଡାଉନଲୋଡ୍ କରିପାରିବେ
👉ମୋଟ୍ ୧୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ
👉ଏଣିକି କମ୍ ପିଲା ଥିଲେ ବନ୍ଦ ହେବ କଲେଜ, ଆକ୍ସନ ମୋଡ଼ରେ ଉଚ୍ଚଶିକ୍ଷା ବିଭାଗ

Leave a comment