04-Mar-2025 ପାଞ୍ଚ ପାଠ ଖବର

👉ଆଉ ମାର୍ଚ ୫. ବିଜୁ ଜୟନ୍ତୀରେ ପାଳନ ହେବନି ପଞ୍ଚାୟତିରାଜ ଦିବସ, ଏପ୍ରିଲ ୨୪ ତାରିଖରେ ପାଳନ ହେବ 

👉OSSC ତରଫରୁ ମାର୍ଚ୍ଚ ମାସ ୨୦୨୫ର ନିଯୁକ୍ତି କ୍ୟାଲେଣ୍ଡର ଜାରି କରାଯାଇଛି
👉ଚଳିତ ମାସ ୧୬ ତାରିଖରେ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ୨୦୨୩ର ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ 
👉୧୮ ତାରିଖ ପରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (NTC/NAC),2024ର ପ୍ରାକ୍ଟିକାଲ । ଟ୍ରେଡ ଟେଷ୍ଟ ହେବ
👉୨୩ ତାରିଖରେ ଲିଭ ଟ୍ରେନିଂ ରିଜର୍ଭ (LTR) ଶିକ୍ଷକ, ୨୦୨୪ ନିଯୁକ୍ତିର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ

Leave a comment