05-Feb-2025 ପାଞ୍ଚ ପାଠ ଖବର

👉ଯୁକ୍ତଦୁଇ ପରୀକ୍ଷାରେ କପି ରୋକିବାକୁ ୫ ସ୍ତରୀୟ ସ୍କ୍ରୀଡ୍ ବ୍ୟବସ୍ଥା, ପ୍ରଶ୍ନପତ୍ର ଲିକ୍ କିମ୍ବା ଗୁଜବ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
👉ପୋଲିସ ଓ ପ୍ରଶାସନର ମନିଟରିଂରେ ହେବ ଯୁକ୍ତଦୁଇ ଥୁଓରୀ ପରୀକ୍ଷା
👉ଯୁକ୍ତଦୁଇ ପରି ଦଶମ ପରୀକ୍ଷା ପରିଚାଳନା ଓ ସୁରକ୍ଷା ଦାୟିତ୍ବ ନେବେ ପ୍ରଶାସନ ଓ ପୋଲିସ
👉ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧୁକାରୀଙ୍କୁ ଚିଠି ଲେଖୁଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ
👉ଦଶମ ଓ ଦ୍ବାଦଶ ପରୀକ୍ଷା ସରିବାର ୪୫ ଦିନରେ ପ୍ରକାଶ ପାଇବ ଫଳାଫଳ

Leave a comment