LTR ପ୍ରିଲିମ ପରୀକ୍ଷା ମାର୍ଚ୍ଚ ତୃତୀୟ ସପ୍ତାହ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ

👉🏻 LTR (Leave Training Reserve) Preliminary (ପ୍ରିଲିମ) ପରୀକ୍ଷା ମାର୍ଚ୍ଚ ତୃତୀୟ ସପ୍ତାହ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହ ରେ ହୋଇପାରେ |
👉🏻 OSSC ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି | 
👉🏻 ଅଧିକ ସୂଚନା OSSC ର ୱେବ୍ସାଇଟ୍ ରେ ଉପଲବ୍ଧ ହେବ |

Leave a comment