07-Jul-2025 ପାଞ୍ଚ ପାଠ ଖବର

👉ଆଜିଠାରୁ ଯୁକ୍ତ ୩ ସ୍ପଟ୍ ନାମଲେଖା ଆବେଦନ ଆରମ୍ଭ
👉ଆସନ୍ତା ଜୁଲାଇ ୧୦ରୁ ଯୁକ୍ତ ୩ ପାଠପଢ଼ା ଆରମ୍ଭ
👉ଜୁଲାଇ ୧୪ ତାରିଖରେ ଶିକ୍ଷାନୁଷ୍ଠାନ ନୋଟିସ୍ ବୋର୍ଡ ଓ ୱେବ୍ସାଇଟ୍ରେ ମେଧାତାଲିକା ପ୍ରକାଶ ହେବ
👉ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା
👉ଆଜି ପୂର୍ବାହ୍ନ ୧୧ ଟା ୪୫ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

Leave a comment