👉୧୩ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ପାଇବେ କୁଳପତି
👉NEET PG 2025 ପ୍ରବେଶିକା ପରୀକ୍ଷାକୁ ନେଇ ସୂଚନା ଜାରି କରିଛି NBEMS
👉NEET PG 2025 ପ୍ରବେଶିକା ପରୀକ୍ଷା ସ୍ଥଗିତ
👉ଜୁନ ୧୫ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି
👉୨ଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ପରୀକ୍ଷା ହେବ। ସୁପ୍ରିମକୋର୍ଟ
