👉ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର ଆବେଦନର ଶେଷ ତାରିଖ ଜୁନ୍ ୭ କୁ ବୃଦ୍ଧି
👉ଜୁନ୍ ୪ ତାରିଖ ରାତି ୧୧ଟା ୪୫ ଯାଏଁ +୩ ନାମଲେଖା ଆବେଦନର ଫର୍ମ ଦାଖଲ କରିପାରିବେ ଛାତ୍ରଛାତ୍ରୀ
👉 ପିଢିକୁ ନା, ବିଏଡ୍ ପାଇଁ ଲକ୍ଷାଧକ ଆବେଦନ
👉ବି.ଏଡ଼. କରିବାକୁ ୨୭୫୦ ସିଟ୍ ପାଇଁ ୧ ଲକ୍ଷ ୨୬ ହଜାର ଆବେଦନ କଲେଣି
👉ଗଣଶିକ୍ଷା ବିଭାଗରେ ନିଯୁକ୍ତ ହେବେ ୮୨୬ ପିଜିଟି, ୮୯ ଜଣ ସରକାରୀ ପଲିଟେକନିକ୍ ଶିକ୍ଷକ ନିଯୁକ୍ତି ପାଇବେ