05-Mar-2025 ପାଞ୍ଚ ପାଠ ଖବର

👉ଆଜି ଖୋଲା ରହିବ ସମସ୍ତ ସ୍କୁଲ, କଲେଜ; ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନିର୍ଦେଶ
👉ପୂର୍ବରୁ ମାର୍ଚ୍ଚ ୫ରେ ସମସ୍ତ ସ୍କୁଲ ଓ କଲେଜ ଛୁଟି ରହଥଲା
👉CISF କନଷ୍ଟେବଲ ଏବଂ ଟ୍ରେଡସମ୍ୟାନ ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ
👉ମାର୍ଚ୍ଚ ୫ ରୁ ଅନଲାଇନ ଆବେଦନ ଆରମ୍ଭ
👉ପ୍ରାର୍ଥୀମାନେ cisfrectt.cisf.gov.in କୁ ଯାଇ ପଞ୍ଜୀକରଣ କରିପାରିବେ

Leave a comment