08-Apr-2025 ପାଞ୍ଚ ପାଠ ଖବର

👉ଏପ୍ରିଲ ୯ ତାରିଖ B.Arch ଏବଂ B.Planning ର ଶେଷ ପରୀକ୍ଷା
👉ଏପ୍ରିଲ ୯ ତାରିଖରୁ ଆରମ୍ଭ ହୋଇ ମେ ୧୯ ତାରିଖରେ ଶେଷ ହେବ ଏନ୍ଆଇଓଏସ୍ ପରୀକ୍ଷା
👉ଡିପ୍ଲୋମା ଓ ପୋଷ୍ଟ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଅନଲାଇନ୍ ରେ ନାମଲେଖା ଆବେଦନ ଆରମ୍ଭ

👉ମେ ୪ରୁ ୧୮ ଯାଏ ପିଜି ପରୀକ୍ଷା ହେବ
👉ଏପ୍ରିଲ ୨୮ରୁ ପିଜି ଆଡମିଟ୍ କାର୍ଡ ଏସ୍ଏସ୍ବି ୱେବ୍ସାଇଟ୍ରେ ଉପଲବ୍ଧ ହେବ

Leave a comment