07-Apr-2025 ପାଞ୍ଚ ପାଠ ଖବର

👉ଏନ୍ଆଇଓଏସ୍ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପ୍ରକାଶ
👉ଏହା ଏପ୍ରିଲ ୯ ତାରିଖରୁ ଆରମ୍ଭ ହୋଇ ମେ ୧୯ ତାରିଖରେ ଶେଷ ହେବ
👉ଏହି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଏନ୍ଆଇଓଏସ୍ ୱେବ୍ସାଇଟ୍ www.sdinis.nios.ac.inରେ ଉପଲବ୍ଧ ହେଉଛି
👉ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ସ୍କ୍ରିମାଟିକ୍ ଶିକ୍ଷକ ପାଇବେ ରେସନ କାର୍ଡ
👉ମେ’ ରେ ପିଜି ପ୍ରବେଶିକା ପରୀକ୍ଷା

Leave a comment