08-Mar-2025 ପାଞ୍ଚ ପାଠ ଖବର

👉ଆଜି ଓ ୯ ତାରିଖ ହେବାକୁ ଥ‌ିବା ଓଡ଼ିଶା ପୋଲିସର ଗ୍ରୁପ ‘ବି’ ର ଲିସ୍ତ୍ରୁତ ପରୀକ୍ଷା ସ୍ଥଗିତ
👉ମାର୍ଚ୍ଚ ୧୦ରୁ ପିଜି ନାମଲେଖା ଆବେଦନ ଆରମ୍ଭ
👉ମେ ଦ୍ବିତୀୟ ସପ୍ତାହରେ ଏକକ ପ୍ରବେଶିକା ପରୀକ୍ଷା
👉ଜୁଲାଇ ୧୦ ସୁଦ୍ଧା ପାଠପଢ଼ା ଆରମ୍ଭ
👉ରାଜ୍ୟରେ ୫୬୩୨ ଟି ସ୍କୁଲକୁ ମିଶ୍ରଣ କରାଯାଇଛି

Leave a comment