10-Mar-2025 ପାଞ୍ଚ ପାଠ ଖବର

👉୨୮ ଯାଏ ପିଜି ନାମଲେଖା ପାଇଁ ଆବେଦନ
👉କ୍ୟାରିୟର ନୁହେଁ, ପ୍ରବେଶିକା ପରୀକ୍ଷା ମାର୍କ ଅନୁଯାୟୀ ହେବ ଚୟନ
👉ମେ ୪ରୁ ୧୮ ଯାଏ ପରୀକ୍ଷା
👉ପରୀକ୍ଷାର୍ଥୀମାନଙ୍କ www.samsodisha.gov.in/ ୱେବ୍‌ସାଇଟ୍‌ରେ ଯାଇ ଆବେଦନ କରିପାରିବେ
👉ଆଜି ରାଜଧାନୀରେ ଗର୍ଜିବେ ଶିକ୍ଷକ ସଂଘ, ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ କରିବେ ଆନ୍ଦୋଳନ

Leave a comment