08-May-2025 ପାଞ୍ଚ ପାଠ ଖବର

👉ମେ ୧୨ ତାରିଖରେ OJEEର ଏଲଇ ଟେକ୍ ପରୀକ୍ଷା ୩ଟି ଯାକ ସିଫ୍ଟରେ ହେବ
👉ପ୍ରଥମ ସିଫ୍ଟ ସକାଳ ସାଢେ ୮ଟାରୁ ସାଢେ ୧୦ଟା, ଦ୍ଵିତୀୟ ସିଫ୍ଟ ମଧାହ୍ନ ସାଢେ ୧୨ଟାରୁ ଅପରାହ୍ନ ୨ଟା, ଏବଂ ତୃତୀୟ ସିଫ୍ଟ ୪ଟାରୁ ସାଢେ ୬ଟା ଯାଏଁ ହେବ

👉ମେ ୮ ତାରିଖ ସୁଦ୍ଧା ନେଟ୍ ଜୁନ୍ ୨୦୨୫ ଆବେଦନ ଫି ଦାଖଲ କରିବାକୁ କୁହାଯାଇଛି
👉ମେ ୯ରୁ ୧୦ ତାରିଖ ମଧ୍ୟରେ ଫର୍ମ ସଂଶୋଧନର ସୁଯୋଗ ମିଳିବ
👉ଆସନ୍ତା ଜୁନ୍ ୨୧ରୁ ଜୁନ୍ ୩୦ ମଧ୍ୟରେ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି

Leave a comment