👉ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ରାଜ୍ୟରେ ଆରମ୍ଭ ହେବ ବିଶ୍ବବିଦ୍ୟାଳୟ କୁଳପତି ଓ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା
👉ଅଣଶିକ୍ଷକଙ୍କ ବଦଳି ପ୍ରସ୍ତାବ ଅନଲାଇନ୍ ରେ ଦାଖଲ ହେବ,ସବୁ ସରକାରୀ କଲେଜକୁ ଗଲା ଚିଠି
👉 ସ୍କୁଲ ଖୋଲୁଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ’: ଗଣଶିକ୍ଷା ବିଭାଗ
👉ଭୁବନେଶ୍ବରରେ ସାଇନ୍ସ ସିଟି ହେବ, ସବୁ ଜିଲ୍ଲାରେ ହେବ ସାଇନ୍ନ ପାର୍କ
👉ଜୁଲାଇ ୬ ରେ ହେବ ସାନି ପରୀକ୍ଷା : OSSC