10-Jul-2025 ପାଞ୍ଚ ପାଠ ଖବର

👉ଶିକ୍ଷା ବ୍ୟବସ୍ଥାରେ ପୁଣି ନୂଆ ନିୟମ
👉ହଟିଲା ’ଅଷ୍ଟମ ଯାଏଁ ସବୁ ପିଲା ପାସ୍’ ନିୟମ
👉ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ ହେଲେ ପୁଣି ଥରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
👉ପରୀକ୍ଷା ଫଳ ଘୋଷଣାର ୨ ମାସ ଭିତରେ ରି-ଏକଜାମିନେସନ୍ କରାଇବେ ସ୍କୁଲ କର୍ତ୍ତୃପକ୍ଷ
👉ରି-ଏକଜାମିନେସନରେ ଫେଲ ହେଲେ, ସେହି ପିଲାଙ୍କୁ ପଞ୍ଚମ କିମ୍ବା ଅଷ୍ଟମ ଶ୍ରେଣୀରେ ଅଟକି ରହିବାକୁ ପଡ଼ିବ

Leave a comment