11-Apr-2025 ପାଞ୍ଚ ପାଠ ଖବର

👉ବିନା ଦହିରେ ପାଠ ପଢୁଛନ୍ତି CBSE ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ
👉ଜାତୀୟ ଶିକ୍ଷା ନୀତିର ଫ୍ରେମ୍ ୱାର୍କ ଅନୁଯାୟୀ ଚଳିତ ବର୍ଷ CBSEର ଚତୁର୍ଥ, ପଞ୍ଚମ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ପ୍ରକାଶ ପାଇବ ନୂଆ ଟେକ୍ସଟ୍ ବୁକ୍

👉ଅଗ୍ନିବୀର ନିଯୁକ୍ତି ପାଇଁ ବଢ଼ିଲା ଆବେଦନ ଅବଧ
👉ଆଗ୍ରହୀ ପ୍ରାର୍ଥୀମାନେ ଏବେ ୨୫ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ
👉ସରକାରୀ ୱେବସାଇଟ୍ joinindianarmy.nic.inକୁ ଯାଇ ଅନଲାଇନରେ ଆବେଦନ କରିପାରିବ

Leave a comment