12-Apr-2025 ପାଞ୍ଚ ପାଠ ଖବର

👉ମାଟ୍ରିକ ଆଡମିଟ୍ କାର୍ଡ ସଂଶୋଧନ ପାଇଁ ପୁଣି ସୁଯୋଗ
👉ଆସନ୍ତା ୧୭ ରୁ ୨୫ ତାରିଖ ପର୍ଯନ୍ତ ପ୍ରକ୍ରିୟା ଚାଲିବ

👉ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ୍ ତ୍ରୁଟିଶୂନ୍ୟ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ତରଫରୁ ଉଦ୍ୟମ ଜାରି ରହିଛି
👉ଅଭିଭାବକଙ୍କ ନାଁ, ବୟସ, ସ୍କୁଲ ନାଁ ଆଦି ଭୁଲ ରହିଥିବା ସେମାନେ ନିଜ ସ୍କୁଲର ପ୍ରଧାନଶିକ୍ଷକଙ୍କ ମାଧ୍ୟମରେ ଆବେଦନ କରିବେ
👉ମେ' ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍

Leave a comment