👉ମାଟ୍ରିକ ପରୀକ୍ଷା ପାଇଁ ଗଣଶିକ୍ଷା ବିଭାଗରେ ରୋଡ ମ୍ୟାପ ପ୍ରସ୍ତୁତ
👉ଅଧିକ ଉପସ୍ଥିତି ଥିବା ପିଲାଙ୍କୁ କରାଯିବ ସମ୍ବର୍ଦ୍ଧିତ
👉ସାପ୍ତାହିକ ଟେଷ୍ଟକୁ ଗୁରୁତ୍ୱ, ସବୁ ବିଷୟରେ ହେବ ଏକ୍ସଟ୍ରା କ୍ଳାସ
👉ପ୍ରତିଦିନ ସକାଳ ୯:୩0 ରୁ ୧0:00 ପର୍ଯ୍ୟନ୍ତ ଦିଆଯିବ ଏକ୍ସଟ୍ରା କ୍ଲାସ
👉ମେଧାବୀଙ୍କ ଘରକୁ ଯାଇ କାଉନସେଲିଂ କରିବେ ଶିକ୍ଷକ