12-Jan-2025 ପାଞ୍ଚ ପାଠ ଖବର

👉ଫେବ୍ରୁଆରୀ ୨୧ ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା 
👉ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା 
👉ଚଳିତବର୍ଷ ମାଟ୍ରିକ ପରୀକ୍ଷାର ଲାଇଭ ଷ୍ଟ୍ରିମିଙ୍ଗ、ବ୍ୟବସ୍ତା ହେବ 
👉ରାଜ୍ୟରେ ସାଢେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାୟ ୩ ହଜାର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ 
👉୨୧ ରୁ ମାତୃଭାଷା, 9૪ ରେ ଇଂରାଜୀ, ୨୫ ରେ ତୃତୀୟ ଭାଷା ପ୍ରାକ୍ଟିକାଲ,, 9୭ ରେ ଗଣିତ, ମାର୍ଚ୍ଚ ୧ରେ ବିଜ୍ଞାନ, ମାର୍ଚ୍ଚ ୩ ରେ ସାମାଜିକ ବିଜ୍ଞାନ ଏବଂ ମାର୍ଚ୍ଚ ୬ ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ଅନୁଷ୍ଠିତ ହେବ

 

Leave a comment