14-Apr-2025 ପାଞ୍ଚ ପାଠ ଖବର

👉ରେଳବାଇରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
👉ଆରଆରବିରେ ୯୯୦୦ ପଦ ପାଇଁ ନିଯୁକ୍ତି ସୁଯୋଗ

👉୧୨ ଏପ୍ରିଲରୁ ଏଥିପାଇଁ ଅନଲାଇନ ଆବେଦନ ଆରମ୍ଭ ହୋଇଛି
👉ଆରଆରବିର ୱେବସାଇଟ୍ rrbapply.gov.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ

👉ଏହି ପଦ ପାଇଁ ୧୮ରୁ ୩୦ ବର୍ଷ ହୋଇଥିବା ବ୍ୟକ୍ତି ଆବେଦନ କରିପାରିବେ

Leave a comment