12-May-2025 ପାଞ୍ଚ ପାଠ ଖବର

👉ସିୟୁଇଟି ୟୁଜି ୨୦୨୫ ପରୀକ୍ଷା ପାଇଁ ଆଡମିଟ କାର୍ଡ ଜାରି
👉୧୩ ମଇରୁ ୧୬ ମଇ ୨୦୨୫ ମଧ୍ୟରେ ଅନୁଷ୍ଠିତ ହେବ ପରୀକ୍ଷା
👉ଅଫିସିଆଲ ୱେବସାଇଟ cuet.nta.nic.inରୁ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ
👉୧୬ ମଇ ପରେ ୩ ଜୁନ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାଗୁଡ଼ିକ ପାଇଁ ଆଡମିଟ କାର୍ଡ ପରେ ଜାରି କରାଯିବ
👉ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ବିଶ୍ବବିଦ୍ୟାଳୟ କୁଳପତି ଓ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା

Leave a comment