13-Jun-2025 ପାଞ୍ଚ ପାଠ ଖବର

👉ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ ଲିଷ୍ଟ୍

👉ରେଭେନ୍ସା ବିଶ୍ୱବିଦ୍ୟାଳୟର ସର୍ବାଧୂକ କଟ୍ ଅଫ୍ ମାର୍କ ରହିଛି
👉ପ୍ରଥମ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୭୫ ହଜାର ୭୨୨ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି
👉ଯୁକ୍ତ ତିନି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମୋଟ ୨,୭୪,୫୦୯ ସିଟ୍ ଥବା ବେଳେ ମୋଟ ୨,୬୫,୫୯୦ ଛାତ୍ରଛାତ୍ରୀ ଆବେଦନ କରିଥିଲେ
👉ସେଥମଧ୍ୟରୁ ୭୦,୭୪୫ ଜଣ ପୁଅ ଓ ୧,୪,୯୬୭ ଝିଅ ମନୋନୀତ ହୋଇଛନ୍ତି

Leave a comment