👉ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟ ରେ ଜୁଲାଇ ୨୦୨୫ ଶିକ୍ଷା ବର୍ଷ ପାଇଁ ନାମଲେଖା ଆରମ୍ଭ
👉SSC CGL 2025 ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
👉୧୪,୫୮୨ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି SSC
👉ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍, ssc.gov.in"" ଯାଇ ଆବେଦନ କରିପାରିବେ
👉ଆବେଦନ କରିବାର ଶେଷ ତାରିଖ ୪ ଜୁଲାଇ ୨୦୨୫ ଧାର୍ଯ୍ୟ କରାଯାଇଛି
