13-Mar-2025 ପାଞ୍ଚ ପାଠ ଖବର

👉କଟକରେ ପ୍ରତିଷ୍ଠା ହେବ ଦୃଷ୍ଟିବାଧୂତ ବିଶ୍ବବିଦ୍ୟାଳୟ
👉ସନ୍ଥକବି ଭୀମଭୋଇଙ୍କ ନାମରେ ଏହି ବିଶ୍ବବିଦ୍ୟାଳୟ ହେବ
👉ରାଜ୍ୟରେ ଖୁବ ଶୀଘ୍ର ଆସିବ ନୂଆ ପାଠ୍ୟସୂଚୀ
👉ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ହେବ ଅତିରିକ୍ତ ଶ୍ରେଣୀ ଗୃହ
👉ଗଠନ ହେବ ଓଡ଼ିଶା ରାଜ୍ୟ ସ୍କୁଲ କ୍ରୀଡ଼ା ସଂଘ

Leave a comment