14-Feb-2025 ପାଞ୍ଚ ପାଠ ଖବର

👉ଫେବୃଆରୀ ୧୮ ତାରିଖରେ + ୨ ପରୀକ୍ଷା ହେଲେ ଏଯାଏଁ ବାହାରିଲାନି CHSE ସାମ୍ପୁଲ ପ୍ରଶ୍ନପତ୍ର
👉ଯାହାକୁ ନେଇ ଅଡ଼ୁଆରେ +୨ ର ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ
👉ସବଜେକ୍ଟିଭ ବଦଳରେ ଅବଜେକ୍ଟିଭକ୍ତ ଅଧିକ ଗୁରୁତ୍ବ ଦେଇଛି CHSE
👉କଳା ଓ ବାଣିଜ୍ୟରେ ୮୦ ମାର୍କର ଥଓରି ଓ ୨୦ ମାର୍କର ଇଣ୍ଟରନାଲ ରହିଛି, ସାଇନ୍ସରେ ଗଣିତ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନରେ ୭୦ ମାର୍କର ଥଓରି ଏବଂ ୩୦ ମାର୍କର ପ୍ରାକ୍ଟିକାଲ ସହ ଇଣ୍ଟରନାଲ ମାର୍କ ରହିଛି
👉+୨ ପରୀକ୍ଷା ପାଇଁ CHSEର ନୂଆ ପଦକ୍ଷେପ ପରୀକ୍ଷାର୍ଥୀଙ୍କ ତଥ୍ୟ ରଖୁବ ‘ଆଟେଣ୍ଡାଣ୍ଟ ମଡ୍ୟୁଲ’

Comments (2)

Sujit nayak
Sujit nayak

Leave a comment