👉ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ; ଏଥର ବି ବାଜି ମାରିଲେ ଛାତ୍ରୀ...
👉ଆଜି ପ୍ରକାଶିତ ରେଜଲ୍ଟରେ ଦଶମରେ ମୋଟ୍ ପାସ୍ ହାର ୯୩.୬୬ ଓ ଦ୍ଵାଦଶରେ ପାସ୍ ହାର ୮୮.୩୯ ପ୍ରତିଶତ ରହିଛି
👉ଦଶମ ଓ ଦ୍ଵାଦଶରେ ୪୨ ଲକ୍ଷ ପିଲା ପରୀକ୍ଷା ଦେଇଥଲେ
👉ଭୁବନେଶ୍ବର ରିଜିୟନରେ ଦଶମରେ ୯୨.୬୪ ଏବଂ ଦ୍ଵାଦଶରେ ପାସ୍ ହାର ରହିଛି ୮୩.୬୪ ପ୍ରତିଶତ
👉 ଭୁବନେଶ୍ବର ରିଜିୟନରେ ଚଳିତ ବର୍ଷ ଦଶମରେ ୧,୩୦,୧୬୩ ଏବଂ ଦ୍ଵାଦଶରେ ୩,୯୩, ୬୧୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ