15-Feb-2025 ପାଞ୍ଚ ପାଠ ଖବର

👉ଆଜିଠୁ CBSE ଦଶମ ଓ ଦ୍ବାଦଶ ପରୀକ୍ଷା ଆରମ୍ଭ
👉ଦେଶବ୍ୟାପୀ ୩ ହଜାରରୁ ଅଧିକ କେନ୍ଦ୍ରରେ ପ୍ରାୟ ୪୪ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେବେ
👉ସକାଳ ୧୦ଟା ୩୦ରେ ପରୀକ୍ଷା ଆରମ୍ଭ ହୋଇ ୧ଟା ୩୦ ଯାଏଁ ଚାଲିବ
👉'ଅସର’ ସର୍ବେକ୍ଷଣ ରିପୋର୍ଟ: ଅଷ୍ଟମ ଶ୍ରେଣୀ ୩୦% ପିଲା ଫେଡ଼ାଣ ଓ ୫୧% ପିଲା ହରଣ ଜାଣିନାହାନ୍ତି 

👉୪୧୫ପ୍ରାଥମିକ ସ୍କୁଲ, ୧୧୫ଟି ଉଚ୍ଚ ପ୍ରାଥମିକ ସ୍କୁଲ ଓ ୨୫ଟି ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଶୌଚାଳୟ ନାହିଁ

Leave a comment