16-Feb-2025 ପାଞ୍ଚ ପାଠ ଖବର

👉୪୭,୭୧୦ ସ୍କୁଲକୁ ଯିବ ନୂଆ ବର୍ଣ୍ଣବୋଧ, ୫୦ ହଜାର ଛାପିବେ ସରକାର
👉ଫେବ୍ରୁଆରୀ ୧୮ ତାରିଖରୁ +୨ ବିଜ୍ଞାନ ପିଲାଙ୍କ ପରୀକ୍ଷା ଆରମ୍ଭ .
👉ଫେବୃଆରୀ ୧୯ ତାରିଖରୁ କଳା ଓ ବାଣିଜ୍ୟ ପିଲାଙ୍କ ପରୀକ୍ଷା ଆରମ୍ଭ
👉ଫେବୃଆରୀ ୧୮ରୁ ମାର୍ଚ୍ଚ ୨୭ ତାରିଖ ଯାଏଁ ଚାଲିବ ପରୀକ୍ଷା
👉ପରୀକ୍ଷା ସରିବାର ୪୫ ଦିନରେ ପ୍ରକାଶ ପାଇବ ଫଳାଫଳ

Leave a comment