👉କିଟ୍ ପ୍ରବେଶିକା ପରୀକ୍ଷା KIITEE ଆରମ୍ଭ
👉ଭାରତର ୭୧ଟି ବିଭିନ୍ନ କେନ୍ଦ୍ରରେ ହେଉଛି ପରୀକ୍ଷା ଆୟୋଜିତ
👉ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅପ୍ରେଲ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ
👉ସଳ୍ପ ଓ ମଧ୍ୟମ ଆୟ ବର୍ଗର ୨ଶହ ମେଧାବୀଙ୍କୁ ଫ୍ରି IAS କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
👉ସାଇବର ଥାନା ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
