👉JEE Main 2025 Session-2 ର ରେଜଲ୍ଟ ପ୍ରକାଶ
👉NTA ୱେବସାଇଟ୍ jeemain.nta.nic.in କୁ ଯାଇ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ
👉ପ୍ରକାଶ ପାଇଲା CSIR NET 2025 ରେଜଲ୍ଟ
👉ଅଫିସିଆଲ ୱେବସାଇଟ୍ csirnet.nta.ac.in କୁ ଯାଇ ସେମାନଙ୍କର ସ୍କାରକାର୍ଡ ଡାଉନଲୋଡ୍ କରିପାରିବେ
👉CSIR NET ପରୀକ୍ଷା ପାଇଁ ମୋଟ ୨,୩୮,୪୫୧ ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିଲେ
