17-Jun-2025 ପାଞ୍ଚ ପାଠ ଖବର

👉ଆସନ୍ତା ୨୦ ତାରିଖରେ ଖୋଲିବ ସ୍କୁଲ
👉ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ
👉ଜୁନ୍ ୨୫ ରେ UGC NET ପରୀକ୍ଷା ଆରମ୍ଭ ହୋଇ ୨୯ ଜୁନ୍ ୨୦୨୫ ରେ ଶେଷ ହେବ
👉ଅଫିସିଆଲ ୱେବସାଇଟ୍ ugcnet.nta.ac.in ରୁ UGC NET 2025 ସଂଶୋଧୃତ କାର୍ଯ୍ୟସୂଚୀ ଯାଞ୍ଚ ଏବଂ ଡାଉନଲୋଡ୍ କରିପାରିବେ
👉ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଦ୍ବିତୀୟ ସିଫ୍ଟ ପରୀକ୍ଷା ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ

Leave a comment