19-June-2025 ପାଞ୍ଚ ପାଠ ଖବର

👉ଆସନ୍ତା ୨୦ରେ ଦୁଇ ସହରରେ ବନ୍ଦ ରହିବ ସ୍କୁଲ
👉ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତକୁ ଦୃଷ୍ଟିରେ ରଖ ଭୁବନେଶ୍ବର ଓ କଟକରେ ସ୍କୁଲ ଛୁଟି ରଖୁବାକୁ ନିଷ୍ପତ୍ତି।। ନେଇଛି ଗଣଶିକ୍ଷା ବିଭାଗ
👉ରେଳବାଇ ନିଯୁକ୍ତି ବୋର୍ଡ (RRB) ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ
👉ନିଯୁକ୍ତି ପ୍ରକ୍ରିୟା ୨୮ ଜୁନ୍ ୨୦୨୫ ରୁ ଆରମ୍ଭ ହେବ ଏବଂ ୨୮ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ
। ଏବଂ
👉ରେଳବାଇର ସରକାରୀ ୱେବସାଇଟ୍ rrbapply.gov.in ପରିଦର୍ଶନ କରିପାରିବେ

Leave a comment