19-Apr-2025 ପାଞ୍ଚ ପାଠ ଖବର

👉ମେ ୭ ଯାଏଁ ୟୁଜିସି ନେଟ୍ ଆବେଦନ ସୁଯୋଗ
👉ଜୁନ୍ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
👉ଖୁବ୍ ଶୀଘ୍ର ଓଡ଼ିଆ ଭାଷାରେ ପ୍ରଚଳିତ ହୋଇପାରେ IGNOU ପାଠ୍ୟକ୍ରମ
👉ଜେଇ ମେନ୍ ସେସନ-୨ ୨୦୨୫ର ପରୀକ୍ଷା ଫଳ ପ୍ରକାଶ ପାଇଛି
👉ଓଡ଼ିଶାର ଓମ୍ ପ୍ରକାଶ ବେହେରା ଟପ୍ପର ହୋଇଛନ୍ତି

Leave a comment