19-May-2025 ପାଞ୍ଚ ପାଠ ଖବର

👉ଚଳିତ ସପ୍ତାହରେ ଯୁକ୍ତ୨ ପରୀକ୍ଷାଫଳ ମେ’୨୧ କିମ୍ବା ୨୨ ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ବାହାରିବ

👉ଏପ୍ରିଲ ୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହୋଇଥିଲା
👉ଏପ୍ରିଲ ୧୬ ତାରିଖରୁ ୨୮ ତାରିଖ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହୋଇଥିଲା
👉ମେ ମାସ ୨୬ ଯାଏଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରାଯିବ
👉ଯୁକ୍ତ ୩ ଛାତ୍ରଙ୍କୁ ଇଣ୍ଟର୍ନସିପ୍ ଟ୍ରେନିଂ ଦେବ ଏନଏସଇ ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ସହ ଏମଓୟୁ ସାକ୍ଷରିତ

Leave a comment