👉ରିପୋର୍ଟ କାର୍ଡ ଦେବ ସ୍କୁଲ ଓ ଗଣ ଶିକ୍ଷା ବିଭାଗ”, ସୂଚନା ଦେଲେ ଗଣ ଶିକ୍ଷା ମନ୍ତ୍ରୀ
👉ଆଇଆଇଏମ୍ସିରେ ପିଏଚ୍ଡି ନାମଲେଖା ହେବ
👉ଏହି ପିଏଚ୍ଡି କୋର୍ସ କେବଳ ଦିଲ୍ଲୀ ସ୍ଥିତ ଆଇଆଇଏମ୍ସିରେ ଉପଲବ୍ଧ ହେବ
👉ଦୁଇଟି ମୋଡ଼ରେ ନାମଲେଖା ହେବ, ରେଗୁଲାର ମୋଡ୍ ଓ ପାର୍ଟ ଟାଇମ୍ ମୋଡ୍
👉ମେ ୨୦ରେ ସରିବ ସ୍ନାତକ ନାମଲେଖା ଆବେଦନ
