21-Jan-2025 ପାଞ୍ଚ ପାଠ ଖବର

👉ସ୍କୁଲରେ ଖୋଲିବ ଶିଶୁ ବାଟିକା, ୫ ରୁ ୬ ବର୍ଷ ବୟସର ପିଲା ଏଥରେ ନାମ ଲେଖାଇ ପାରିବେ
👉ଆଜିଠୁ ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ପାଇଁ ପ୍ରସ୍ତୁତି ଆରମ୍ଭ
👉ମାର୍ଜ ୧ରୁ ଆରଟିଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ
👉ମାର୍ଚ୍ଚ ୨୦ ଯାଏଁ ପଞ୍ଜିକରଣ ହେବ ୨୭ରେ ଲଟେରୀ, ୨୯ରୁ ଏପ୍ରିଲ ୧୦ ଯାଏଁ ନାମଲେଖା

👉www.rteparadarshi.odisha.gov.in ୱେବ୍‌ସାଇଟକୁ ଯାଇ ଆବେଦନ କରିପାରିବେ

Leave a comment