👉ନୂତନ ଶିକ୍ଷାନୀତି ସଂକ୍ରାନ୍ତ ୩ ଦିନିଆ ଜାତୀୟ କର୍ମଶାଳା ଉଦଘାଟିତ
👉ପାଠ୍ୟକ୍ରମରେ ରହୁ ଆମ ସଂସ୍କୃତି, ଐତିହ୍ୟ: ଧର୍ମେନ୍ଦ୍ର
👉ଗାଁକୁ ଯାଇ ଡ୍ରପଆଉଟର କାରଣ ଖୋଜିବେ ମନ୍ତ୍ରୀ, ବିଧାୟକ: ମୁଖ୍ୟମନ୍ତ୍ରୀ
👉ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା: ନମୁନା ପ୍ରଶ୍ନପତ୍ର ‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ
👉ମଧ୍ୟାହ୍ନ ଭୋଜନ ପାଚକ-ପାଚିକାଙ୍କ ପାରିଶ୍ରମିକ ବୃଦ୍ଧି, ଏଣିକି ମାସିକ ମିଳିବ ୩୦୦୦ ଟଙ୍କା
