👉ଯୁକ୍ତ ତିନି ନାମଲେଖା ଅବଧୂ ବୃଦ୍ଧି
👉ଜୁନ ୨୧ ଯାଏଁ ଅବଧୂ ବୃଦ୍ଧି କରିଛି ଉଚ୍ଚଶିକ୍ଷା ବିଭାଗ
👉ଜୁନ ୨୧ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆଡମିଶନ ଫି ଦାଖଲ, ଏବଂ ଶିକ୍ଷାନୁଷ୍ଠାନରେ ରିପୋର୍ଟ କରି ପାରିବେ ଛାତ୍ରଛାତ୍ରୀ
👉ଯୁକ୍ତ ତିନି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମୋଟ ୨,୭୪,୫୦୯ ସିଟ୍ ଥବା ବେଳେ ମୋଟ ୨,୬୫,୫୯୦ ଛାତ୍ରଛାତ୍ରୀ ଆବେଦନ କରିଥିଲେ
👉ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୫ ହଜାର ୭୨୨ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି
