23-June-2025 ପାଞ୍ଚ ପାଠ ଖବର

👉ହାଇସ୍କୁଲ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ପରୀକ୍ଷା ପାଇଁ ବୋର୍ଡ ୱେବସାଇଟରେ ଆସିଲା ଆଡ଼ମିଟ କାର୍ଡ
👉ହୋମ ଗାର୍ଡ ପଦବୀ ପରୀକ୍ଷା ପାଇଁ ପ୍ରାର୍ଥୀଙ୍କ ଭିଡ଼, ପରୀକ୍ଷା ଦେଉଛନ୍ତି ମୋଟ ୭ହଜାର ୯୫୩ ପରୀକ୍ଷାର୍ଥୀ

👉ପ୍ରକାଶ ପାଇଲା ୟୁଜି ଦ୍ୱିତୀୟ ରାଉଣ୍ଡ ମେରିଟ ଲିଷ୍ଟ
👉ଦ୍ଵିତୀୟ ରାଉଣ୍ଡ ମେରିଟ୍ ଲିଷ୍ଟରେ ୪୫ ହଜାର ୫୦୨ ଛାତ୍ରଛାତ୍ରୀଙ୍କ ନାମ ଆସିଛି
👉ପ୍ରଥମ ରାଉଣ୍ଡରେ ୭୯ ହଜାର ୭୫୨ ଜଣ ନାମ ଲେଖାଇଥିଲେ

Leave a comment