👉ଏକାସାଙ୍ଗରେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇଛି
👉ମୋଟ୍ ପାସ୍ ହାର ୮୨.୭୭ ପ୍ରତିଶତ ରହିଛି
👉କଳାରେ ୮୦.୫୧ ପ୍ରତିଶତ, ବିଜ୍ଞାନରେ ୮୭.୫ ଓ ବାଣିଜ୍ୟରେ ୮୩.୨ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି
👉ପୁଅଙ୍କ ପାସ୍ ହାର ୭୭.୮୮ ପ୍ରତିଶତ ଥିବା ବେଳେ, ଝିଅଙ୍କ ପାସ୍ ହାର ରହିଛି ୮୭.୨୪ ପ୍ରତିଶତ
👉ଏଥର ପରୀକ୍ଷା ଦେଇଥିଲେ ମୋଟ୍ ୩ ଲକ୍ଷ ୮୨ ହଜାର ୭୨୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପାସ୍ କରିଛନ୍ତି ୩ ଲକ୍ଷ ୧୬ ହଜାର ୭୮୭ ଜଣ
